or_tn/heb/10/12.md

778 B

he sat down at the right hand of God

“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ରେ ଉପବେଶନ କରିବାର ଅର୍ଥ ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବା ଏକ ନିଦର୍ଶନର କାର୍ଯ୍ୟ ଅଟେ I ଦେଖ ଏବ୍ରୀ ୧:୩ରେ ତୁମେ ଏପରି ବାକ୍ୟାଂଶକୁ କିପରି ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ନିକଟରେ ସମ୍ମାନ ଓ ଅଧିକାରର ସ୍ଥାନରେ ଉପବେଶନ କଲେ” (ଦେଖ: rc://*/ta/man/translate/translate-symaction)