or_tn/heb/10/11.md

8 lines
564 B
Markdown

# Day after day
ଦିନକୁ ଦିନ କିମ୍ବା “ପ୍ରତିଦିନ”
# can never take away sins
ଏହା “ପାପ” ବିଷୟରେ କହେ ଯେପରି ସେସବୁ ଏପରି କିଛି ବିଷୟ ଅଟେ ଯାହା ଜଣେ ବ୍ୟକ୍ତି ହରଣ କରି ପାରିବ I ଅନ୍ୟଏକ ଅନୁବାଦରେ: “କଦାପି ଈଶ୍ବରଙ୍କୁ ପାପକ୍ଷମା କରିବାକୁ ଦେବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])