or_tn/heb/10/10.md

1.2 KiB

we have been sanctified

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ପବିତ୍ର କରି ଅଛନ୍ତି” କିମ୍ବା “ଈଶ୍ବର ଆପଣା ନିମନ୍ତେ ଆମ୍ଭମାନଙ୍କୁ ଉତ୍ସର୍ଗ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)

through the offering of the body of Jesus Christ

ଗୁଣବାଚକ ବିଶେଷ୍ୟ “ବଳିଦାନ”କୁ “ଉତ୍ସର୍ଗ କରିବା” ବା “ବଳିଦାନ କରିବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେହେତୁ ଯୀଶୁ ଖ୍ରୀଷ୍ଟ ଏକ ବଳିଦାନ ସ୍ବରୁପ ଆପଣାର ଶରୀରକୁ ଉତ୍ସର୍ଗ କଲେ” କିମ୍ବା “ଯେହେତୁ ଯୀଶୁ ଖ୍ରୀଷ୍ଟ ଆପଣାର ଶରୀରକୁ ବଳିଦାନ କଲେ” (ଦେଖ: rc://*/ta/man/translate/figs-abstractnouns)