or_tn/heb/10/08.md

1.0 KiB

General Information:

ଯଦିୟ ପଦ ଗୁଡିକରେ ଅଳ୍ପ ପରିବର୍ତ୍ତନ କରି, ଗୁରୁତ୍ବଦେବା ନିମନ୍ତେ ଲେଖକ ଦାଉଦଙ୍କ ଗୀତରୁ ଏହି ଉଦ୍ଧୃତ ବାକ୍ୟଗୁଡିକୁ ପୁନ୍ନରାବୃତ୍ତି କରନ୍ତି I

sacrifices ... offerings

ଦେଖ ଏବ୍ରୀ ୧୦:୫ରେ ତୁମେ ଏହି ପଦଗୁଡିକ କିପରି ଅନୁବାଦ କରିଅଛି I

whole burnt offerings ... sacrifices for sin

ଦେଖ ତୁମେ ଏବ୍ରୀ ୧୦:୬ରେ ଏହି ଏକାପରି ଶବ୍ଦ କିପରି ଅନୁବାଦ କରିଅଛ I

that are offered

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଯାଜକ ଉତ୍ସର୍ଗ କରନ୍ତି” (ଦେଖ: rc://*/ta/man/translate/figs-activepassive)