or_tn/heb/10/04.md

974 B

For it is impossible for the blood of bulls and goats to take away sins

ପାପ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏପରି କିଛି ବିଷୟ ଥିଲେ ଯାହା ପଶୁର ରକ୍ତ ପ୍ରବାହିତ ହେବା ସମୟରେ ଧୋଇ ନେଇଯିବ I ଅନ୍ୟଏକ ଅନୁବାଦରେ: “କାରଣ ବୃଷ ଏବଂ ଛାଗର ରକ୍ତ ପାପ ସବୁକୁ କ୍ଷମା କରିବା ନିମନ୍ତେ ଈଶ୍ବରଙ୍କ ନିକଟରେ କାରଣ ହେବା ଅସମ୍ଭବ ଅଟେ I (ଦେଖ: rc://*/ta/man/translate/figs-metaphor)

the blood of bulls and goats

ଏଠାରେ “ରକ୍ତ” ଈଶ୍ବରଙ୍କ ନିକଟରେ ବଳିଭାବରେ ମୃତ୍ୟୁଭୋଗ କରୁଥିବା ପଶୁମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)