or_tn/heb/09/24.md

610 B

the most holy place made with hands, which

ଏଠାରେ “ହସ୍ତକୃତ”ର ଅର୍ଥ “ମନୁଷ୍ୟ ନିର୍ମିତ I”ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ନିର୍ମିତ ମହାପବିତ୍ର ସ୍ଥାନ, ଆଉ ଯାହା” (ଦେଖ: [[rc:///ta/man/translate/figs-synecdoche]] ଏବଂ [[rc:///ta/man/translate/figs-activepassive]])

of the true one

ପ୍ରକୃତ ମହାପବିତ୍ର ସ୍ଥାନର