or_tn/heb/09/23.md

12 lines
1.9 KiB
Markdown

# Connecting Statement:
ଲେଖକ ଗୁରୁତ୍ବାରୋପ କରନ୍ତି ଯେ ଖ୍ରୀଷ୍ଟ (ବର୍ତ୍ତମାନ ସ୍ବର୍ଗରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁ ଅଛନ୍ତି ) କେବଳ ଥରେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିବାର ଆବଶ୍ୟକ ଥିଲା ଏବଂ ସେ ପୃଥିବୀକୁ ଦ୍ବିତୀୟ ଆଗମନ କରିବେ I
# the copies of the things in heaven should be cleansed with these animal sacrifices
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ଏହି ପଶୁବଳିକୁ ସ୍ବର୍ଗସ୍ଥ ବିଷୟଗୁଡିକର ଦୃଷ୍ଟାନ୍ତ ଥିବା ବିଷୟଗୁଡିକର ଶୁଚିକରଣ ନିମନ୍ତେ ବ୍ୟବହାର କରିବା ଉଚିତ”(ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-explicit]])
# the heavenly things themselves had to be cleansed with much better sacrifices
ତାହା, ପାର୍ଥିବ ଦୃଷ୍ଟାନ୍ତ ବିଷୟ ସବୁକୁ ଶୁଚି କରିବା ନିମନ୍ତେ ବ୍ୟବହୃତ ହେଉଥିବା ବଳିଠାରୁ ଶ୍ରେଷ୍ଠତର ଅଟେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସ୍ବର୍ଗସ୍ଥ ବିଷୟ ଗୁଡିକ ନିମନ୍ତେ, ଅଧିକ ଶ୍ରେଷ୍ଠତର ବଳିଦାନ ଦ୍ବାରା ଈଶ୍ବରଙ୍କୁ ସେସବୁ ବିଷୟ ଶୁଚି କରିବାକୁ ପଡିଥିଲା”