or_tn/heb/09/22.md

2.2 KiB

almost everything is cleansed with blood

ଈଶ୍ବରଙ୍କ ନିକଟରେ କୌଣସି ବିଷୟକୁ ଗ୍ରହଣଯୋଗ୍ୟ କରାଇବା ବିଷୟରେ କୁହାଯାଏ ଯେପରି ଏହା ସେହି ବିଷୟକୁ ଶୁଚି କରୁଅଛି I ଏହି ଚିନ୍ତାଧାରାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପ୍ରାୟ ସବୁ ବିଷୟକୁ ଶୁଚି କରିବା ନିମନ୍ତେ ରକ୍ତ ବ୍ୟବହାର କରୁଥିଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

Without the shedding of blood there is no forgiveness

ଏଠାରେ “ରକ୍ତପାତ” ଈଶ୍ବରଙ୍କ ନିକଟରେ ଗୋଟିଏ ବଳି ସ୍ବରୁପ କୌଣସି ପ୍ରାଣୀର ମୃତ୍ୟୁଭୋଗ କରିବା ବିଷୟକୁ ବୁଝାଏ I ଏହି ଯୁଗ୍ମ ନକାରାତ୍ମକ ବିଷୟର ଅର୍ଥ ହୋଇପାରେ ଯେ ରକ୍ତପାତ ଦ୍ବାରା ହିଁ ସମସ୍ତ ପାପକ୍ଷମା ଆସିଥାଏ I ଅନ୍ୟଏକ ଅନୁବାଦରେ: “ଏକ ବଳିଦାନ ସ୍ବରୁପ କୌଣସି ବିଷୟର ମୃତ୍ୟୁଭୋଗ କରିବା ଦ୍ବାରା ହିଁ ପାପକ୍ଷମା ଆସିଥାଏ” କିମ୍ବା “ଏକ ବଳିଦାନ ସ୍ବରୁପ କୌଣସି ବିଷୟର ମୃତ୍ୟୁଭୋଗ କରିବା ଦ୍ବାରା ହିଁ ଈଶ୍ବର ପାପକ୍ଷମା ଦିଅନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-doublenegatives]])

forgiveness

ତୁମେ ଏହାର ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟଭାବରେ କହି ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କର ପାପକ୍ଷମା” (ଦେଖ: rc://*/ta/man/translate/figs-explicit)