or_tn/heb/09/20.md

4 lines
521 B
Markdown

# the blood of the covenant
ଏଠାରେ “ରକ୍ତ” ନିୟମର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉତ୍ସର୍ଗ କରାଯାଉଥିବା ପଶୁମାନଙ୍କର ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନିୟମକୁ କାର୍ଯ୍ୟକାରି କରିବା ନିମନ୍ତେ ସ୍ଥାପିତ ରକ୍ତ” (ଦେଖ: [[rc://*/ta/man/translate/figs-metonymy]])