or_tn/heb/09/16.md

747 B

will

ଏକ ଆଇନଗତ ଦସ୍ତାବିଜ ଯେଉଁଥିରେ ଜଣେ ବ୍ୟକ୍ତି ବ୍ୟକ୍ତ କରନ୍ତି ଯେ କିଏ ତାହାଙ୍କ ଉତ୍ତରାଧିକାର ଗ୍ରହଣ କରିବା ଉଚିତ ଯେତେବେଳେ ସେ ମୃତ୍ୟୁଭୋଗ କରିବେ I

the death of the person who made it must be proven

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପ୍ରମାଣ କରିବା ଆବଶ୍ୟକ ଯେ ଇଛାପତ୍ର ଦେଇଥିବା ବ୍ୟକ୍ତି ମୃତ୍ୟୁଭୋଗ କରିଅଛି I