or_tn/heb/09/14.md

2.8 KiB

how much more will the blood of Christ, who through the eternal Spirit offered himself without blemish to God, cleanse our conscience from dead works to serve the living God?

ଲେଖକ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଖ୍ରୀଷ୍ଟଙ୍କର ବଳିଦାନ ସବୁଠାରୁ ଅଧିକ ଶକ୍ତିଯୁକ୍ତ ଥିଲା I ଅନ୍ୟଏକ ଅନୁବାଦରେ; “ତେବେ ନିଶ୍ଚିତଭାବରେ ଖ୍ରୀଷ୍ଟଙ୍କର ରକ୍ତ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଅଧିକ ଶୁଦ୍ଧ କରିବ ! କାରଣ, ସେହି ଚିରନ୍ତନ ଆତ୍ମାଙ୍କ ଦ୍ବାରା, ସେ ନିଖୁନ୍ତ ବଳିସ୍ବରୂପେ ଈଶ୍ବରଙ୍କ ନିକଟରେ ଆପଣାକୁ ଉତ୍ସର୍ଗ କଲେ “(ଦେଖ: rc://*/ta/man/translate/figs-rquestion)

the blood of Christ

ଖ୍ରୀଷ୍ଟଙ୍କର “ରକ୍ତ” ତାହାଙ୍କ ମୃତ୍ୟୁକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

blemish

ଏଠାରେ ଏହି କ୍ଷୁଦ୍ର ପାପ ବା ନୈତିକ ତୃଟି ବିଷୟରେ କୁହାଯାଏ ଯେପରି ଏହା ଖ୍ରୀଷ୍ଟଙ୍କ ଶରୀରରେ ଏକ କ୍ଷୁଦ୍ର, ଅସ୍ବଭାବିକ ଦାଗ ଅବା ଦୋଷ ଅଟେ I (ଦେଖ: rc://*/ta/man/translate/figs-metaphor)

cleanse our conscience

ଏଠାରେ “ବିବେକ” ଜଣେ ଲୋକର ଦୋଷୀ ମନୋଭାବକୁ ବୁଝାଏ I ବିଶ୍ବାସୀମାନେ ସେମାନେ କରିଥିବା ପାପ ନିମନ୍ତେ ଆଉ ଦୋଷୀ ଅନୁଭବ କରିବା ଆବଶ୍ୟକ ନୁହଁ, କାରଣ ଯୀଶୁ ଆପଣାକୁ ଉତ୍ସର୍ଗ କରି ସେମାନଙ୍କୁ କ୍ଷମା ଦେଇ ଅଛନ୍ତି I (ଦେଖ: rc://*/ta/man/translate/figs-metonymy)

cleanse

ଏଠାରେ “ ଶୁଦ୍ଧ କରିବା” ବିଷୟ ଆମ୍ଭେମାନେ କରିଥିବା ପାପ ନିମନ୍ତେ ଆମ୍ଭମାନଙ୍କର ବିବେକକୁ ଦୋଷରୁ ମୁକ୍ତ କରିବାର କାର୍ଯ୍ୟକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

dead works

ପାପପୂର୍ଣ୍ଣ କାର୍ଯ୍ୟ ବିଷୟରେ କୁହାଯାଏ ଯେପରି ସେସବୁ ମୃତମାନଙ୍କ ଜଗତର ଅଟନ୍ତି I (ଦେଖ: rc://*/ta/man/translate/figs-metaphor)