or_tn/heb/09/11.md

2.2 KiB

Connecting Statement:

ଈଶ୍ବରଙ୍କ ବ୍ୟବସ୍ଥା ଅଧିନରେ ଥିବା ଆବାସ ତମ୍ବୁର ସେବା ବିଷୟ ବର୍ଣ୍ଣନା କଲା ପରେ, ଲେଖକ ସ୍ପଷ୍ଟ କରୁଛନ୍ତି ଯେ ନୂତନ ନିୟମ ଅଧିନରେ ଖ୍ରୀଷ୍ଟଙ୍କର ସେବା ଶ୍ରେଷ୍ଠତର ଅଟେ, କାରଣ ଏହା ତାହାଙ୍କ ରକ୍ତ ଦ୍ବାରା ମୁଦ୍ରାଙ୍କିତ ଅଟେ I ଏହା ମଧ୍ୟ ଶ୍ରେଷ୍ଠତର ଅଟେ ଯେ ଅନ୍ୟ ମହାଯାଜକମାନଙ୍କ ସଦୃଶ, କେବଳ ଏକ ଦୋଷଯୁକ୍ତ ଆଦର୍ଶର ପାର୍ଥିବ ଆବାସ ତମ୍ବୁରେ ପ୍ରବେଶ ନକରି, ଖ୍ରୀଷ୍ଟ ପ୍ରକୃତ “ଆବାସତମ୍ବୁ,” ଅର୍ଥାତ୍ ସ୍ବର୍ଗରେ ଈଶ୍ବରଙ୍କ ନିଜ ଉପସ୍ଥିତିରେ ପ୍ରବେଶ କରି ଅଛନ୍ତି I

good things

ଏହା ଜାଗତିକ ବିଷୟକୁ ଦର୍ଶାଏ ନାହିଁ I ଏହା ଆପଣା ନୂତନ ନିୟମରେ ଈଶ୍ବର ପ୍ରତିଜ୍ଞା କରିଥିବା ଉତ୍ତମ ବିଷୟ ସବୁକୁ ବୁଝାଏ I

the greater and more perfect tabernacle

ଏହା ସ୍ବର୍ଗୀୟ ତମ୍ବୁ ବା ଆବାସତମ୍ବୁକୁ ବୁଝାଏ, ଯାହା ପାର୍ଥିବ ଆବାସତମ୍ବୁ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଓ ଅଧିକ ସିଦ୍ଧ ଅଟେ I

that was not made by human hands

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ମନୁଷ୍ୟର ହସ୍ତ ନିର୍ମାଣ କରିନାହିଁ” (ଦେଖ: rc://*/ta/man/translate/figs-activepassive)

human hands

ଏଠାରେ “ହସ୍ତ’ ସମଗ୍ର ବ୍ୟକ୍ତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟମାନେ” (ଦେଖ: rc://*/ta/man/translate/figs-synecdoche)