or_tn/heb/09/07.md

531 B

not without blood

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ସର୍ବଦା ରକ୍ତ ଆଣୁଥିଲେ”(ଦେଖ: rc://*/ta/man/translate/figs-doublenegatives)

blood

ଏହା ବୃଷ ଓ ଛାଗର ରକ୍ତ ଅଟେ ଯାହା ମହାଯାଜକଙ୍କୁ ପ୍ରାୟଶ୍ଚିତ୍ତ ଦିନରେ ଉତ୍ସର୍ଗ କରିବାକୁ ପଡୁଥିଲା I