or_tn/heb/09/01.md

771 B

Connecting Statement:

ଲେଖକ ଏହି ଯିହୂଦୀ ବିଶ୍ବାସୀମାନଙ୍କୁ ସ୍ପଷ୍ଟ କରାଇ ଦେଉଅଛନ୍ତି ଯେ ପୁରାତନ ନିୟମର ବ୍ୟବସ୍ଥା ଓ ଆବାସତମ୍ବୁ କେବଳ ଶ୍ରେଷ୍ଠତର ନୂତନ ନିୟମର ଚିତ୍ର ଥିଲେ I

Now

ଏହି ପଦ ଶିକ୍ଷାର ଗୋଟିଏ ନୂତନ ଅଂଶକୁ ଚିହ୍ନଟ କରେ I

first covenant

ଦେଖ ଏବ୍ରୀ ୮:୭ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I

had regulations

ବିସ୍ତୃତ ଆଦେଶ ଥିଲା କିମ୍ବା “ନିୟମ ଥିଲା”