or_tn/heb/08/10.md

2.6 KiB

General Information:

ଏହା ଯିରିମିୟ ଭାବବାଦୀଙ୍କ ପୁସ୍ତକର ଏକ ଉଦ୍ଧୃତ ବାକ୍ୟ ଅଟେ I

the house of Israel

ଇଶ୍ରାୟେଲ ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସେମାନେ ଏକ ପରିବାର ଥିଲେ I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲର ଲୋକମାନେ” (ଦେଖ: rc://*/ta/man/translate/figs-metaphor)

after those days

ସେହି ସମୟ ଉତ୍ତାରେ

I will put my laws into their minds

ଈଶ୍ବରଙ୍କ ଆବଶ୍ୟକତା ବିଷୟ ସମ୍ବନ୍ଧରେ କୁହାଯାଏ ଯେପରି ସେସବୁ ଏପରି କିଛି ବିଷୟ ଥିଲେ, ଯାହା କୌଣସି ସ୍ଥାନରେ ରଖାଯାଇ ପାରିବ I ବିବେଚନା କରିବା ନିମନ୍ତେ ଲୋକମାନଙ୍କର କ୍ଷମତା ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ସ୍ଥାନ ଅଟେ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ସେମାନଙ୍କୁ ଆମ୍ଭର ବ୍ୟବସ୍ଥା ପାଳନ କରିବା ନିମନ୍ତେ ସକ୍ଷମ କରିବା” (ଦେଖ: rc://*/ta/man/translate/figs-metaphor)

I will also write them on their hearts

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆନ୍ତରିକ ପୁରୁଷକୁ ସୁଚାଉ ଥିବା ଏକ ରୂପକ ଅଟେ I “ସେଗୁଡିକ ସେମାନଙ୍କ ହୃଦୟରେ ଲେଖ” ବାକ୍ୟାଂଶଟି ବ୍ୟବସ୍ଥା ପାଳନ କରିବା ନିମନ୍ତେ ଲୋକମାନଙ୍କୁ ସକ୍ଷମ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ମଧ୍ୟ ତାହାସବୁ ସେମାନଙ୍କ ହୃଦୟରେ ସ୍ଥାପନ କରିବା” କିମ୍ବା “ଆମ୍ଭେ ସେମାନଙ୍କୁ ଆମ୍ଭର ବ୍ୟବସ୍ଥା ପାଳନ କରିବାକୁ ସକ୍ଷମ କରିବା” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

I will be their God

ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଯାହାଙ୍କୁ ସେମାନେ ଉପାସନା କରିବେ

they will be my people

ସେମାନେ ସେହି ଲୋକ ହେବେ, ଯେଉଁମାନଙ୍କର ଯତ୍ନ ଆମ୍ଭେ ନେବା