or_tn/heb/08/06.md

1.3 KiB

Connecting Statement:

ଏହି ଭାଗ ଦର୍ଶାଇବା ଆରମ୍ଭ କରେ ଯେ ନୂତନ ନିୟମଟି ଇଶ୍ରାୟେଲ ଓ ଯିହୂଦା ସହିତ କରାଯାଇଥିବା ପୁରାତନ ନିୟମ ଅପେକ୍ଷା ଶ୍ରେଷ୍ଠ ଅଟେ I

Christ has received

ଈଶ୍ବର ଖ୍ରୀଷ୍ଟଙ୍କୁ ଦେଇଛନ୍ତି

mediator of a better covenant

ଏହାର ଅର୍ଥ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ନିୟମ ସ୍ଥାପନ କରାଇଲେ I

covenant, which is based on better promises

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ନିୟମ, ଏହା ସେହି ନିୟମ ଯାହା ଈଶ୍ବର ଶ୍ରେଷ୍ଠତର ପ୍ରତିଜ୍ଞା ଉପରେ ଆଧାର କରି ସ୍ଥାପନ କରିଥିଲେ” କିମ୍ବା “ନିୟମ, ଈଶ୍ବର ଶ୍ରେଷ୍ଠତର ବିଷୟ ପ୍ରତିଜ୍ଞା କଲେ, ଯେତେବେଳେ ସେ ଏହି ନିୟମ ସ୍ଥାପନ କଲେ” (ଦେଖ: rc://*/ta/man/translate/figs-activepassive)