or_tn/heb/08/05.md

2.9 KiB

They serve a copy and shadow of the heavenly things

“ଦୃଷ୍ଟାନ୍ତ” ଓ “ଛାୟା” ଶବ୍ଦଗୁଡିକର ଏକାପରି ଅର୍ଥ ଅଛି ଏବଂ ଏସବୁ ରୂପକ ଅଟେ ଯାହାର ଅର୍ଥ ଯେ ଏହା ପ୍ରକୃତ ବିଷୟ ନୁହେଁ, କିନ୍ତୁ ବାସ୍ତବିକ ସ୍ବରୁପ ଅଟେ I ଏହି ଶବ୍ଦଗୁଡିକ ଗୁରୁତ୍ବାରୋପ କରନ୍ତି ଯେ ଯାଜକତ୍ବ ଓ ପାର୍ଥିବ ମନ୍ଦିର ପ୍ରକୃତ ମହାଯାଜକ ଖ୍ରୀଷ୍ଟଙ୍କର ଓ ସ୍ବର୍ଗୀୟ ମନ୍ଦିରର ପ୍ରତିମୂର୍ତ୍ତି ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ସ୍ବର୍ଗୀୟ ବିଷୟର ଅସ୍ପଷ୍ଟ ପ୍ରତିମୂର୍ତ୍ତିର ସେବା କରନ୍ତି” କିମ୍ବା “ସେମାନେ କେବଳ ସ୍ବର୍ଗୀୟ ବିଷୟ ସ୍ବରୁପ ଦେଖା ଯାଉଥିବା ବିଷୟର ସେବା କରନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-doublet]])

It is just as Moses was warned by God when he was

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋଶା ଥିବା ସମୟରେ ଈଶ୍ବର ଯେ ପ୍ରକାରେ ମୋଶାଙ୍କୁ ସାବଧାନ କରାଇ ଥିଲେ ସେହିପରି ଅଟେ” (ଦେଖ: rc://*/ta/man/translate/figs-activepassive)

was about to construct the tabernacle

ମୋଶା ନିଜେ ସେହି ଆବାସ ତମ୍ବୁ ନିର୍ମାଣ କରି ନଥିଲେ I ସେ ନିର୍ମାଣ କରିବା ନିମନ୍ତେ ଲୋକମାନଙ୍କୁ ଆଦେଶ ଦେଇଥିଲେ I ଅନ୍ୟଏକ ଅନୁବାଦରେ: “ଆବାସତମ୍ବୁ ନିର୍ମାଣ କରିବାକୁ ଲୋକମାନଙ୍କୁ ଆଦେଶ ଦେବାକୁ ଉଦ୍ୟତ ହେବା” (ଦେଖ: rc://*/ta/man/translate/figs-explicit)

See that

ଏହା ନିଶ୍ଚିତ କରେ ଯେ

to the pattern

ପରିକଳ୍ପନା ଅନୁଯାୟୀ

that was shown to you

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ମୁ ତୁମ୍ଭମାନଙ୍କୁ ଦେଖାଇଲି” (See: rc://*/ta/man/translate/figs-activepassive)

on the mountain

“ପର୍ବତ” ସିନୟ ପର୍ବତକୁ ସୁଚିତ କରିବା ତୁମେ ସ୍ପଷ୍ଟ କରି ପାରିବ I ଅନ୍ୟଏକ ଅନୁବାଦରେ: “ସିନୟ ପର୍ବତରେ”(ଦେଖ: rc://*/ta/man/translate/figs-explicit)