or_tn/heb/08/01.md

2.9 KiB

Connecting Statement:

ଲେଖକ, ଏହା ଦର୍ଶାଇଲେ ଯେ ଖ୍ରୀଷ୍ଟଙ୍କର ଯାଜକତ୍ବ ପାର୍ଥିବ ଯାଜକତ୍ବଠାରୁ ଶ୍ରେଷ୍ଠ ଅଟେ, ଏହା ଦର୍ଶାଏ ଯେ ପାର୍ଥିବ ଯାଜକତ୍ବ ସ୍ବର୍ଗୀୟ ଯାଜକତ୍ବର ଗୋଟିଏ ଆଦର୍ଶ ଥିଲା I ଖ୍ରୀଷ୍ଟଙ୍କର ଗୋଟିଏ ଶ୍ରେଷ୍ଠତର ସେବାକାର୍ଯ୍ୟ, ଶ୍ରେଷ୍ଠତର ନିୟମ ଥିଲା I

Now

ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହାର କରାଯାଇଛି I

we are saying

ଏପରିକି ଯଦିଓ ଲେଖକ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣାକୁ ଦର୍ଶାଇବା ପରି ମନେହୁଏ I ଯେହେତୁ ଲେଖକ ଏଠାରେ ତାଙ୍କର ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରୁ ନାହାନ୍ତି, “ଆମ୍ଭେମାନେ” ଶବ୍ଦଟି ବହିର୍ଭୁତ ଅଟେ I ଅନ୍ୟଏକ ଅନୁବାଦରେ: “ମୁଁ କହୁଅଛି” କିମ୍ବା “ମୁଁ ଲେଖୁଅଛି” (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-pronouns]])

We have a high priest

ଲେଖକ ଏଠାରେ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି, ସେଥିପାଇଁ “ଆମ୍ଭେମାନେ” ଶବ୍ଦଟି ଅନ୍ତର୍ଭୁକ୍ତ ମୂଳକ ଅଟେ I (ଦେଖ: rc://*/ta/man/translate/figs-inclusive)

sat down at the right hand of the throne of the Majesty

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବ”ରେ ଉପବେଶନ କରିବାର ଅର୍ଥ ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଗୋଟିଏ ନିଦର୍ଶନର କାର୍ଯ୍ୟ I ଦେଖ ତୁମେ ଏହିପରି ବାକ୍ୟାଂଶକୁ ଏବ୍ରୀ ୧:୩ରେ କିପରି ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମହାମହିମଙ୍କ ସିଂହାସନ ପାର୍ଶ୍ବରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଉପବେଶନ କର” (ଦେଖ: rc://*/ta/man/translate/translate-symaction)