or_tn/heb/07/28.md

20 lines
2.8 KiB
Markdown

# the law appoints as high priests men who have weaknesses
ଏଠାରେ” ବ୍ୟବସ୍ଥା” ଲୋକମାନଙ୍କ ନିମନ୍ତେ ରୂପକ ଅଟେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମହାଯାଜକମାନଙ୍କୁ ନିଯୁକ୍ତ କରୁଥିଲେ I ଯେଉଁ ବ୍ୟକ୍ତି ଏହା କରୁଥିଲେ ତାହାଙ୍କ ପ୍ରତି ଦୃଷ୍ଟିପାତ କରେ, କିନ୍ତୁ ବାସ୍ତବ ବିଷୟ ଯେ ସେମାନେ ଏହା ବ୍ୟବସ୍ଥା ଅନୁସାରେ କରୁଥିଲେ I ଅନ୍ୟଏକ ଅନୁବାଦରେ: “ବ୍ୟବସ୍ଥା ଅନୁସାରେ, ଜଣେ ମନୁଷ୍ୟ ଅନ୍ୟଜଣେ ଦୁର୍ବଳ ମନୁଷ୍ୟକୁ ମହାଯାଜକଭାବରେ ନିଯୁକ୍ତ କରେ” କିମ୍ବା “ବ୍ୟବସ୍ଥା ଅନୁସାରେ, ଜଣେ ବ୍ୟକ୍ତି ଯାହାର ଦୁର୍ବଳତା ଥାଏ ମହାଯାଜକଭାବରେ ନିଯୁକ୍ତ ହୁଅନ୍ତି” (ଦେଖ: [[rc://*/ta/man/translate/figs-metonymy]])
# men who have weaknesses
ଯେଉଁ ଲୋକମାନେ ଆତ୍ମିକଭାବରେ ଦୁର୍ବଳ ଅଟନ୍ତି” କିମ୍ବା “ଯେଉଁ ଲୋକମାନେ ପାପ ବିରୁଦ୍ଧରେ ଦୁର୍ବଳ ଅଟନ୍ତି”
# the word of the oath, which came after the law, appointed a Son
“ଶପଥ ବାକ୍ୟ” ଈଶ୍ବରଙ୍କୁ ଉପସ୍ଥାପନ କରେ ଯେ ଶପଥ କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର ଆପଣା ଶପଥ ଦ୍ବାରା ଏକ ପୁତ୍ରଙ୍କୁ ନିଯୁକ୍ତ କଲେ, ଯାହା ସେ ବ୍ୟବସ୍ଥା ଦେଲା ପରେ ସ୍ଥାପନ କଲେ” କିମ୍ବା “ସେ ବ୍ୟବସ୍ଥା ଦେଲା ପରେ, ଈଶ୍ବର ଶପଥ କଲେ ଏବଂ ଆପଣା ପୁତ୍ରଙ୍କୁ ନିଯୁକ୍ତ କଲେ” (ଦେଖ: [[rc://*/ta/man/translate/figs-metonymy]])
# Son
ଏହା ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# who has been made perfect
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ସମ୍ପୂର୍ଣ୍ଣଭାବରେ ଈଶ୍ବରଙ୍କ ଅଜ୍ଞାବହ ହୋଇ ସିଦ୍ଧି ପ୍ରାପ୍ତ ହୋଇଥିଲେ” (ଦେଖ: [[rc://*/ta/man/translate/figs-activepassive]])