or_tn/heb/07/26.md

804 B

has become higher than the heavens

ଈଶ୍ବର ତାହାଙ୍କୁ ଉର୍ଦ୍ଧସ୍ଥ ସ୍ବର୍ଗକୁ ଉଠାଇ ଅଛନ୍ତି I ଲେଖକ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ସମ୍ଭ୍ରମ ଓ ପରାକ୍ରମ ପ୍ରାପ୍ତ କରିବା ବିଷୟରେ କହୁଛନ୍ତି ଯେପରି ଏହା ସମସ୍ତ ବିଷୟଠାରୁ ଉର୍ଦ୍ଧ୍ବରେ ପଦ ମର୍ଯାଦା ଅଟେ I ଅନ୍ୟଏକ ଅନୁବାଦରେ; “ଈଶ୍ବର ତାହାଙ୍କୁ ସମସ୍ତଙ୍କ ଅପେକ୍ଷା ଅଧିକ ସମ୍ଭ୍ରମ ଓ ପରାକ୍ରମ କରିଅଛନ୍ତି” (ଦେଖ: rc://*/ta/man/translate/figs-metaphor)