or_tn/heb/07/17.md

8 lines
1.2 KiB
Markdown

# For scripture witnesses about him
ଏହା ଶାସ୍ତ୍ର ବିଷୟରେ କହେ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯେ କୌଣସି ଏକ ବିଷୟରେ ସାକ୍ଷ୍ୟ ଦେଇ ପାରିବ I ଅନ୍ୟଏକ ଅନୁବାଦରେ; “କାରଣ ଶାସ୍ତ୍ର ମଧ୍ୟଦେଇ ଈଶ୍ବର ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି” କିମ୍ବା “ଶାସ୍ତ୍ରରେ ତାହାଙ୍କ ବିଷୟରେ ଏହା ଲେଖାଅଛି” (ଦେଖ: [[rc://*/ta/man/translate/figs-personification]])
# according to the order of Melchizedek
ଦୁଇ ଦଳର ଯାଜକମାନେ ଥିଲେ I ଗୋଟିଏ ଦଳ ଲେବୀଙ୍କ ସନ୍ତାନମାନଙ୍କର ଥିଲା I ଅନ୍ୟଟି ମଲକୀସେଦକ ଓ ଯୀଶୁଙ୍କ ଦଳର ଥିଲା I ଅନ୍ୟଏକ ଅନୁବାଦରେ: “ମଲକୀସେଦକଙ୍କ ବଂଶ ଅନୁସାରେ” କିମ୍ବା “ମଲକୀସେଦକଙ୍କ ଯାଜକତ୍ବ ଅନୁସାରେ”