or_tn/heb/07/16.md

788 B

It was not based on the law

ତାହାଙ୍କର ଯାଜକ ହେବା ବିଷୟ ବ୍ୟବସ୍ଥା ଉପରେ ଆଧାରିତ ନ ଥିଲା

the law of fleshly descent

ମାନବୀୟ ବଂଶଜର ଚିନ୍ତାଧାରା ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରର ମାଂସ ସମ୍ବନ୍ଧରେ ହିଁ ସୀମିତ ଥିଲା I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ବଂଶଜର ବ୍ୟବସ୍ଥା” କିମ୍ବା “ଯାଜକମାନଙ୍କ ସନ୍ତାନମାନେ ଯାଜକ ହେବା ବିଷୟରେ ବ୍ୟବସ୍ଥା”(ଦେଖ: rc://*/ta/man/translate/figs-metonymy)