or_tn/heb/07/14.md

577 B

Now

ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହାର କରାଯାଇ ଅଛି I

it is from Judah that our Lord was born

“ଆମ୍ଭମାନଙ୍କ ପ୍ରଭୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

from Judah

ଯିହୂଦା ଗୋଷ୍ଠୀରୁ