4 lines
690 B
Markdown
4 lines
690 B
Markdown
# He is without father, without mother, without ancestors, with neither beginning of days nor end of life
|
|
|
|
ଏହି ଅନୁଚ୍ଛେଦରୁ ଏହା ଭାବିବା ସମ୍ଭବ ହୁଏ ଯେ ମଲକୀସେଦକ ଜନ୍ମି ନ ଥିଲେ କି ମୃତ୍ୟୁଭୋଗ କରି ନ ଥିଲେ I ଯାହାହେଉ, ଏହା ମନେ ହୁଏ ଯେ ସମସ୍ତ ଲେଖକ ଏକମତ ହୁଅନ୍ତି ଯେ ଶାସ୍ତ୍ର ମଲକୀସେଦକଙ୍କ ପୂର୍ବପୁରୁଷ, ଜନ୍ମ କିମ୍ବା ମୃତ୍ୟୁ ସମ୍ବନ୍ଧରେ କୌଣସି ସୂଚନା ଦିଏ ନାହିଁ I
|