or_tn/heb/06/20.md

409 B

after the order of Melchizedek

ଏହାର ଅର୍ଥ ଯେ ଯାଜକଭାବରେ ଖ୍ରୀଷ୍ଟଙ୍କର ବିଷୟ ସବୁ ଯାଜକଭାବରେ ମଲକୀସେଦକଙ୍କ ସହିତ ସମାନ ଥିଲା I ଅନ୍ୟଏକ ଅନୁବାଦରେ: “ସେହି ପ୍ରକାରେ ଯେ ମଲକୀସେଦକ ଜଣେ ଯାଜକ ଥିଲେ”