or_tn/heb/06/18.md

1.7 KiB

we, who have fled for refuge

ବିଶ୍ବାସୀମାନେ, ସେମାନଙ୍କର ସୁରକ୍ଷା ନିମନ୍ତେ ଈଶ୍ବରଙ୍କଠାରେ ଭରସା କରନ୍ତି ସେମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ ସୁରକ୍ଷିତ ସ୍ଥାନକୁ ଦୌଡି ଯାଉଛନ୍ତି I ଅନ୍ୟଏକ ଅନୁବାଦରେ: “ଆମେମାନେ, ଯେଉଁମାନେ ତାହାଙ୍କଠାରେ ଭରସା କରିଅଛୁ” (ଦେଖ: rc://*/ta/man/translate/figs-metaphor)

will have a strong encouragement to hold firmly to the hope set before us

ଈଶ୍ବରଙ୍କଠାରେ ଭରସା କରିବା ବିଷୟରେ କୁହାଯାଏ ଯେପରି ଉତ୍ସାହ ଏକ ବସ୍ତୁ ଥିଲା ଯାହା ଜଣେ ବ୍ୟକ୍ତିକୁ ଉପହାର ସ୍ବରୂପେ ଦିଆଯାଇ ପାରିବ ଏବଂ ସେହି ଲୋକ ତାହାକୁ ଧରି ରଖିବ I ଅନ୍ୟଏକ ଅନୁବାଦରେ: “ସେ ଯେପରି ଆମ୍ଭମାନଙ୍କୁ ଉତ୍ସାହିତ କରିଅଛନ୍ତି ସେପରି ନିରନ୍ତର ଈଶ୍ବରଙ୍କଠାରେ ଭରସା ରଖିବୁ” (ଦେଖ: rc://*/ta/man/translate/figs-metaphor)

set before us

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଈଶ୍ବର ଆମ୍ଭମାନଙ୍କ ସମ୍ମୁଖରେ ସ୍ଥାପନ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)