1.8 KiB
1.8 KiB
we are convinced
ଯଦିଓ ଲେଖକ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣା ବିଷୟରେ ଉଲ୍ଲେଖ କରିବା ଭଳି ମନେ ହୁଏ I ଅନ୍ୟଏକ ଅନୁବାଦରେ: “ମୁଁ ବୁଝି ପାରୁଛି” କିମ୍ବା “ମୁଁ ନିଶ୍ଚିତ ଅଟେ” (ଦେଖ: rc://*/ta/man/translate/figs-pronouns)
about better things concerning you
ଏହାର ଅର୍ଥ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଉତ୍ତମ କାର୍ଯ୍ୟ କରନ୍ତି ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଛନ୍ତି, ତାହାଙ୍କର ଅବାଧ୍ୟ ହୋଇ ଅଛନ୍ତି, ଏବଂ ବର୍ତ୍ତମାନ ଅନୁତପ୍ତ ନୁହନ୍ତି ଯେପରି ଈଶ୍ବର ସେମାନଙ୍କୁ କ୍ଷମା ଦେବେ (ଏବ୍ରୀ ୬:୪-୬)I ଅନ୍ୟଏକ ଅନୁବାଦରେ: “ଅତଏବ ତୁମ୍ଭେମାନେ ମୁଁ ଉଲ୍ଲେଖ କରିଥିବା ବିଷୟ ଅପେକ୍ଷା ଉତ୍ତମ କାର୍ଯ୍ୟ କରୁଅଛ”
things that concern salvation
ଗୁଣବାଚକ ବିଶେଷ୍ୟ “ପରିତ୍ରାଣ”କୁ କ୍ରିୟାଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁସବୁ ବିଷୟ ଯାହା ଈଶ୍ବର ତୁମ୍ଭମାନଙ୍କ ପରିତ୍ରାଣ କରିବାକୁ ଚିନ୍ତା କରିବେ” (ଦେଖ: rc://*/ta/man/translate/figs-abstractnouns)