or_tn/heb/06/08.md

8 lines
609 B
Markdown

# is near to a curse
ଏହା “ଅଭିଶାପ” ବିଷୟରେ କହେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠିକି ଜଣେ ବ୍ୟକ୍ତି ନିକଟବର୍ତ୍ତୀ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା କି ଈଶ୍ବର ଅଭିଶାପ ଦେବାର ବିପଦରେ” (ଦେଖ: [[rc://*/ta/man/translate/figs-metaphor]])
# Its end is in burning
କୃଷକ କ୍ଷେତ୍ରର ସମସ୍ତ ବିଷୟକୁ ଅଗ୍ନିରେ ପୋଡି ପକାଇବ I