or_tn/heb/06/07.md

1.7 KiB

the land that drinks in the rain

କୃଷିକ୍ଷେତ୍ର ଯାହା ଅଧିକ ବୃଷ୍ଟିରୁ ଲାଭବାନ ପାଉଥିବା ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଯେ ବୃଷ୍ଟିଜଳ ପାନ କରିଥାଏ I ଅନ୍ୟଏକ ଅନୁବାଦରେ: “ଭୂମି ଯାହା ବୃଷ୍ଟିକୁ ଶୋଷିନିଏ” (ଦେଖ: rc://*/ta/man/translate/figs-personification)

that gives birth to the plants

କୃଷିକ୍ଷେତ୍ର ଯାହା ଫସଲ ଉତ୍ପନ୍ନ କରିବା ବିଷୟରେ କୁହାଯାଏ ଯେପରି ଏହା ସେସବୁକୁ ଜନ୍ମ ଦେଇଥାଏ I ଅନ୍ୟଏକ ଅନୁବାଦରେ: “ଯାହା ଶାକାଦି ଉତ୍ପନ୍ନ କରେ” (ଦେଖ: rc://*/ta/man/translate/figs-personification)

the land that receives a blessing from God

ବୃଷ୍ଟି ଓ ଫସଲ ପ୍ରମାଣ ସ୍ବରୁପ ଦେଖାଯାଏ ଯାହା ଈଶ୍ବର ଚାଷ ଜମିକୁ ଉପକାର କରିଛନ୍ତି I ଚାଷ ଜମି ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯାହାକୁ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ କରିବ I (ଦେଖ: rc://*/ta/man/translate/figs-personification)

a blessing from God

ଏଠାରେ “ଆଶୀର୍ବାଦ”ର ଅର୍ଥ ଈଶ୍ବରଙ୍କଠାରୁ ସାହାଯ୍ୟ ପ୍ରାପ୍ତ କରିବା, କଥିତ ବାକ୍ୟ ନୁହଁ I