or_tn/heb/06/04.md

12 lines
1.4 KiB
Markdown

# those who were once enlightened
ଜ୍ଞାତ ହେବା ବିଷୟରେ କୁହାଯାଏ ଯେପରି ଏହା ଜ୍ଞାନାଲୋକ ଥିଲେ I ଅନ୍ୟଏକ ଅନୁବାଦରେ; “ଯେଉଁମାନେ ଥରେ ଖ୍ରୀଷ୍ଟଙ୍କ ବିଷୟକ ଶିକ୍ଷା ବୁଝିଥିଲେ” (ଦେଖ: [[rc://*/ta/man/translate/figs-metaphor]])
# who tasted the heavenly gift
ପରିତ୍ରାଣକୁ ଆସ୍ବାଦନ କରିଥିବା ବିଷୟରେ କୁହାଯାଏ ଯେପରି ଖାଦ୍ୟକୁ ଆସ୍ବାଦନ କରିବା I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପରିତ୍ରାଣର ଶକ୍ତିକୁ ଆସ୍ବାଦନ କରିଥିଲେ” (ଦେଖ: [[rc://*/ta/man/translate/figs-metaphor]])
# who were sharers of the Holy Spirit
ପବିତ୍ର ଆତ୍ମା, ଯେ ବିଶ୍ବାସୀମାନଙ୍କ ମଧ୍ୟକୁ ଆସନ୍ତି, ତାହାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଯାହା ଲୋକମାନେ ଅଂଶୀ ହୋଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପବିତ୍ର ଆତ୍ମା ପ୍ରାପ୍ତ କଲେ” (ଦେଖ: [[rc://*/ta/man/translate/figs-metaphor]])