or_tn/heb/05/intro.md

2.2 KiB

ଏବ୍ରୀ ୦୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ପୂର୍ବ ଅଧ୍ୟାୟର ଶିକ୍ଷା ଜାରି ରହିଛି I

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୫:୫-୬ ପଦରେ କବିତା କ୍ଷେତ୍ରରେ ଏହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ମହାଯାଜକ

କେବଳ ଜଣେ ମହାଯାଜକ ବଳି ଉତ୍ସର୍ଗ କରି ପାରିବେ ଯେପରି ଈଶ୍ବର ପାପ କ୍ଷମା କରି ପାରିବେ, ତେଣୁ ଯୀଶୁ ମହାଯାଜକ ହେଲେ I ମୋଶାଙ୍କ ବ୍ୟବସ୍ଥାର ଆଜ୍ଞା ଥିଲା ଯେ ମହାଯାଜକ ଲେବୀ ବଂଶରୁ ହେବେ, କିନ୍ତୁ ଯୀଶୁ ଯିହୂଦା ବଂଶରୁ ଥିଲେ I ଈଶ୍ବର ତାହାଙ୍କୁ ମଲକୀସେଦକଙ୍କ ସଦୃଶ ଯାଜକ କରିଥିଲେ, ଯେ ଅବ୍ରାହମଙ୍କ ସମୟରେ ବାସ କଲେ, ଲେବୀ ବଂଶ ପୂର୍ବରୁ ଥିଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଦୁଗ୍ଧ ଓ ଗୁରୁପାକ ଖାଦ୍ୟ

ଲେଖକ ଖ୍ରୀଷ୍ଟିଆନମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେଉଁମାନେ ଯୀଶୁଙ୍କ ସମ୍ବନ୍ଧରେ କେବଳ ସାଧାରଣ ବିଷୟ ହିଁ ଜାଣିବାକୁ ସମର୍ଥ ଅଟନ୍ତି ଯେପରି ସେମାନେ ସବୁ ଶିଶୁ ଥିଲେ, ଯେଉଁମାନେ କେବଳ ଦୁଗ୍ଧ ପାନ କରନ୍ତି ଓ ଗୁରୁପାକ ଖାଦ୍ୟ ଭୋଜନ କରିପାରନ୍ତି ନାହିଁ I (ଦେଖ: rc://*/ta/man/translate/figs-metaphor)