or_tn/heb/05/12.md

1.6 KiB

basic principles

ଏଠାରେ “ବିଦ୍ଧି”ର ଅର୍ଥ ଏକ ମାର୍ଗ ଦର୍ଶନ କିମ୍ବା ନିଷ୍ପତ୍ତି ନେବା ନିମନ୍ତେ ଏକ ମାନଦଣ୍ଡ ଅଟେ I ଅନ୍ୟଏକ ଅନୁବାଦରେ: “ମୌଳିକ ସତ୍ୟ”

You need milk

ଈଶ୍ବରଙ୍କ ବିଷୟକ ଶିକ୍ଷା ଯାହା ବୁଝିବାରେ ସହଜ ମନେହୁଏ ସେହି ବିଷୟରେ କୁହାଯାଏ ଯେପରି ଏହା ଦୁଗ୍ଧ ଅଟେ, ଏକମାତ୍ର ଖାଦ୍ୟ ଯାହା ଶିଶୁମାନେ ପାନ କରିବେ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଶିଶୁ ସଦୃଶ ହୋଇଅଛ ଓ କେବଳ ଦୁଗ୍ଧ ପାନ କରି ପାରିବ” (ଦେଖ: rc://*/ta/man/translate/figs-metaphor)

milk, not solid food

ବୁଝିବାକୁ କଷ୍ଟ ହେଉଥିବା ଈଶ୍ବରଙ୍କ ବିଷୟକ ଶିକ୍ଷା ଯାହା ବୁଝିବାକୁ କଷ୍ଟକର ଅଟେ ସେହି ବିଷୟରେ କୁହାଯାଏ ଯେପରି ଏହା ଗୁରୁପାକ ଖାଦ୍ୟ ଅଟେ, ଗୁରୁପାକ ଖାଦ୍ୟ, ବୟସ୍କମାନଙ୍କ ନିମନ୍ତେ ଉପଯୁକ୍ତ I ଅନ୍ୟଏକ ଅନୁବାଦରେ: “ଗୁରୁପାକ ଖାଦ୍ୟ ବଦଳରେ ଦୁଗ୍ଧ ଯାହା ବୟସ୍କମାନେ ଖାଇ ପାରିବେ” (ଦେଖ: rc://*/ta/man/translate/figs-metaphor)