or_tn/heb/05/11.md

1.2 KiB

We have much to say

ଏପରିକି ଯଦିଓ ଲେଖକ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣାକୁ ବୁଝାଇବା ସ୍ବରୁପ ମନେ ହୁଏ I ଅନ୍ୟଏକ ଅନୁବାଦରେ: “ମୋହର ଅନେକ କିଛି କହିବାର ଅଛି” (ଦେଖ: rc://*/ta/man/translate/figs-pronouns)

you have become dull in hearing

ବୁଝିବା ଓ ପାଳନ କରିବାର ସାମର୍ଥ୍ୟ ବିଷୟରେ କୁହାଯାଏ ଯେପରି ଏହା ଶୁଣିବାର ସାମର୍ଥ୍ୟ ଅଟେ I ଏବଂ ଶୁଣିବାର ସାମର୍ଥ୍ୟ ବିଷୟରେ କୁହାଯାଏ ଯେପରି ଗୋଟିଏ ଧାତୁରେ ନିର୍ମିତ ଉପକରଣ ଯାହା ବ୍ୟବହାର କରୁ କରୁ ଶିଥିଳ ହୋଇଯାଏ I ଅନ୍ୟଏକ ଅନୁବାଦରେ: “ଏହା ବୁଝିବାକୁ ତୁମ୍ଭମାନଙ୍କୁ କଷ୍ଟକର ହେବ” (ଦେଖ: rc://*/ta/man/translate/figs-metaphor)