or_tn/heb/05/07.md

1.8 KiB
Raw Permalink Blame History

During the days of his flesh

ଏଠାରେ “ଦିନ ସମୁହ” ଗୋଟିଏ ସମୟର ଅବଧିକୁ ବୁଝାଏ I ଏବଂ, “ପାର୍ଥିବ” ଯୀଶୁଙ୍କର ଜାଗତିକ ଜୀବନକୁ ବୁଝାଏ I ଅନ୍ୟଏକ ଅନୁବାଦରେ; “ଯେଉଁ ସମୟରେ ସେ ପୃଥିବୀରେ ବାସ କରୁଥିଲେ” (ଦେଖ: rc://*/ta/man/translate/figs-metonymy)

prayers and requests

ଏହି ଉଭୟ ପଦ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I (See: rc://*/ta/man/translate/figs-doublet)

the one able to save him from death

ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବର ଖ୍ରୀଷ୍ଟଙ୍କୁ ରକ୍ଷା କରିବାକୁ ସମର୍ଥ ଥିଲେ ଯେପରି ସେ ମୃତ୍ୟୁଭୋଗ କରିବେ ନାହିଁ I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବା ନିମନ୍ତେ” କିମ୍ବା ) ଈଶ୍ବର ଖ୍ରୀଷ୍ଟଙ୍କ ମୃତ୍ୟୁ ପରେ ପୁନର୍ବାର ତାହାଙ୍କୁ ଜୀବିତ କରାଇ, ତାହାଙ୍କୁ ରକ୍ଷା କରିବାକୁ ସମର୍ଥ ହେଲେ I ଯଦି ସମ୍ଭବ ହୁଏ, ଏପରି ଭାବରେ ଏହାକୁ ଅନୁବାଦ କର ଯାହା ଉଭୟ ଅନୁବାଦ ସ୍ବୀକାର କରାଯାଇ ପାରିବ I

he was heard

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବିନତି ଶୁଣିଲେ” (ଦେଖ: rc://*/ta/man/translate/figs-activepassive)