or_tn/heb/04/16.md

1.2 KiB

to the throne of grace

ଈଶ୍ବରଙ୍କର ସିଂହାସନ ନିକଟକୁ, ଯେଉଁଠାରେ ଅନୁଗ୍ରହ ଅଛି I ଏଠାରେ “ସିଂହାସନ” ରାଜାଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଆମ୍ଭମାନଙ୍କର ଅନୁଗ୍ରହକାରୀ ଈଶ୍ବର ଆପଣା ସିଂହାସନରେ ଉପବେଶନ କରି ଅଛନ୍ତି” (ଦେଖ: rc://*/ta/man/translate/figs-metonymy)

we may receive mercy and find grace to help in time of need

ଏଠାରେ “ଦୟା’ ଓ “ଅନୁଗ୍ରହ” ବିଷୟରେ କୁହାଯାଏ ଯେପରି ସେସବୁ କିଛି ବସ୍ତୁ ଥିଲେ ଯାହା ଦିଆଯାଇ ପାରିବ କିମ୍ବା ମିଳି ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଦୟାଳୁ ଓ ଅନୁଗ୍ରହକାରୀ ହୋଇ ଆବଶ୍ୟକ ସମୟରେ ଉପକାର କରି ପାରନ୍ତି” (ଦେଖ: rc://*/ta/man/translate/figs-metaphor)