or_tn/heb/04/11.md

1.8 KiB

let us be eager to enter that rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ଗୋଟିଏ ପ୍ରବେଶ କରିବାର ସ୍ଥାନ ଥିଲେ I ଅନ୍ୟଏକ ଅନୁବାଦରେ: “ଆମେମାନେ ମଧ୍ୟ ଈଶ୍ବରଙ୍କ ସହିତ ବିଶ୍ରାମ କରିବା ନିମନ୍ତେ ସମସ୍ତ ବିଷୟ କରିବା ଉଚିତ ଯେଉଁଠାରେ ସେ ଅଛନ୍ତି” (ଦେଖ: rc://*/ta/man/translate/figs-metaphor)

will fall into the kind of disobedience that they did

ଅବାଧ୍ୟତା ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ଗର୍ତ୍ତ ଅଟେ ଯେଉଁଠାରେ ବ୍ୟକ୍ତି ଦୁର୍ଭାଗ୍ୟବଶତଃ ଶାରୀରିକ ଭାବରେ ପଡ଼ିଯାଇ ପାରିବ I ଏହି ଅନୁଚ୍ଛେଦକୁ ଅନ୍ୟ ପଦଗୁଡିକ ସହ ସଂଯୁକ୍ତ କରାଯାଇ ପାରିବ, ଯେପରି ଗୁଣବାଚକ ବିଶେଷ୍ୟ “ଅବାଧ୍ୟତା”କୁ “ଅବାଧ୍ୟହେବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ଯେପରି କରିଥିଲେ ସେହିପରି ଅବାଧ୍ୟ ହେବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])

that they did

ଏଠାରେ “ସେମାନେ” ମୋଶାଙ୍କ ସମୟର ଏବ୍ରୀୟ ପିତୃପୁରୁଷମାନଙ୍କୁ ବୁଝାଏ I