or_tn/heb/04/08.md

1.6 KiB

Connecting Statement:

ଏଠାରେ ଲେଖକ ବିଶ୍ବାସୀମାନଙ୍କୁ ଅବାଧ୍ୟ ନ ହୋଇ ଈଶ୍ବର ପ୍ରଦାନ କରୁଥିବା ବିଶ୍ରାମରେ ପ୍ରବେଶ କରିବାକୁ ସତର୍କ କରାଉଛନ୍ତି I ସେ ସେମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଈଶ୍ବରଙ୍କ ବାକ୍ୟ ସେମାନଙ୍କୁ ହୃଦବୋଧ କରିବ ଯେପରି ସେମାନେ ଦୃଢ଼ବିଶ୍ବାସ ସହ ପ୍ରାର୍ଥନାରେ ଆସିବେ ଯେପରି ଈଶ୍ବର ସେମାନଙ୍କୁ ସାହାଯ୍ୟ କରିବେ I

if Joshua had given them rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ବିଶ୍ରାମ ଥିଲେ ଯାହା ଯିହୋଶୁୟ ଦେଇ ପାରିଲେ I ଅନ୍ୟଏକ ଅନୁବାଦରେ; “ଯଦି ଯିହୋଶୂୟ ଇଶ୍ରାୟେଲୀୟ ମାନଙ୍କୁ ସେହି ସ୍ଥାନକୁ ଆଣି ଥିଲେ ଯେଉଁଠାରେ ଈଶ୍ବର ସେମାନଙ୍କୁ ବିଶ୍ରାମ ଦେବେ” କିମ୍ବା “ଯଦି ଇଶ୍ରାୟେଲୀୟମାନେ ଯିହୋଶୂୟଙ୍କ ସମୟରେ ଈଶ୍ବରଙ୍କ ବିଶ୍ରାମର ଆଶୀର୍ବାଦକୁ ଆସ୍ବାଦନ କରିଥିଲେ” (ଦେଖ: rc://*/ta/man/translate/figs-metaphor)