or_tn/heb/04/02.md

1.9 KiB

For we were told the good news just as they were

ଏହା କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଯେପ୍ରକାର ସୁସମାଚାର ଶୁଣିଲୁ, ସେମାନେ ମଧ୍ୟ ସେପ୍ରକାର ଶୁଣିଥିଲେ” (ଦେଖ: rc://*/ta/man/translate/figs-activepassive)

as they were

ଏଠାରେ “ସେମାନେ” ଶବ୍ଦଟି ଏବ୍ରୀୟ ପିତୃପୁରୁଷମାନଙ୍କୁ ବୁଝାଏ ଯେଉଁମାନେ ମୋଶାଙ୍କ ସମୟରେ ଜୀବିତ ଥିଲେ I

But that message did not benefit those who did not unite in faith with those who obeyed

କିନ୍ତି ସେହି ସୁସମାଚାର ସେମାନଙ୍କ ନିମନ୍ତେ ଲାଭଜନକ ହେଲା ନାହି ଯେଉଁମାନେ ସେହି ଲୋକମାନଙ୍କ ସହିତ ସଂଯୁକ୍ତ ହେଲେ ନାହି ଯେଉଁମାନେ ବିଶ୍ବାସ କଲେ ଏବଂ ଅଜ୍ଞା ପାଳନ କଲେ I ଲେଖକ ଦୁଇ ପ୍ରକାର ଲୋକମାନଙ୍କ ବିଷୟରେ କହୁଛନ୍ତି: ଯେଉଁମାନେ ବିଶ୍ବାସରେ ଈଶ୍ବରଙ୍କ ନିୟମକୁ ଗ୍ରହଣ କଲେ, ଏବଂ ଯେଉଁମାନେ ଏହା ଶୁଣିଲେ କିନ୍ତୁ ବିଶ୍ବାସ କଲେ ନାହିଁ I ଏହାକୁ ସାକାରାତ୍ମକଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ସେହି ସୁସମାଚାର କେବଳ ସେମାନଙ୍କ ନିମନ୍ତେ ଲାଭଜନକ ହେଲା ଯେଉଁମାନେ ବିଶ୍ବାସ କଲେ ଏବଂ ପାଳନ କଲେ”(ଦେଖ: rc://*/ta/man/translate/figs-doublenegatives)