or_tn/heb/04/01.md

2.7 KiB

Connecting Statement:

ବିଶ୍ବାସୀମାନଙ୍କ ପ୍ରତି ଏବ୍ରୀ ୩:୭ରେ ଆରମ୍ଭ ହୋଇଥିବା ସତର୍କବାଣୀକୁ ୪ ଅଧ୍ୟାୟ ଜାରି ରଖୁଛି I ଈଶ୍ବର, ଲେଖକଙ୍କ ମଧ୍ୟଦେଇ, ବିଶ୍ବାସୀମାନଙ୍କୁ ଗୋଟିଏ ବିଶ୍ରାମ ଦେଉଛନ୍ତି ଯାହାକି ଜଗତର ସୃଷ୍ଟି ସମୟରେ ଈଶ୍ବରଙ୍କ ବିଶ୍ରାମର ଗୋଟିଏ ପ୍ରତିଛବି ଅଟେ I

Therefore

କାରଣ ଯାହା ମୁଁ ଏବେ କହିଲି ସତ୍ୟ ଅଟେ କିମ୍ବା “ଯେହେତୁ ଈଶ୍ବର ନିଶ୍ଚିତଭାବରେ ସେମାନଙ୍କୁ ଦଣ୍ଡ ଦେବେ ଯେଉଁମାନେ ଅଜ୍ଞା ପାଳନ କରନ୍ତି ନାହିଁ”

none of you might seem to have failed to reach the promise left behind for you to enter God's rest

ଈଶ୍ବରଙ୍କ ପ୍ରତିଜ୍ଞା ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ଦାନ ଯାହା ଈଶ୍ବର ଆପଣା ଲୋକମାନଙ୍କୁ ସାକ୍ଷାତ କରିବା ସମୟରେ ଛାଡ଼ି ଯାଇଥିଲେ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପ୍ରତିଜ୍ଞା କରିଥିବା ବିଶ୍ରାମରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିତ ନହେଉ” କିମ୍ବା “ଈଶ୍ବର ବିଶ୍ରାମରେ ପ୍ରବେଶ କରିବାକୁ ତୁମ୍ଭ ସମସ୍ତଙ୍କୁ ଅନୁମତି ଦେବେ ଯେପରି ସେ ପ୍ରତିଜ୍ଞା କରିଛନ୍ତି” (ଦେଖ: rc://*/ta/man/translate/figs-metaphor)

to enter God's rest

ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଶାନ୍ତି ଓ ନିରାପତ୍ତା ବିଷୟରେ କୁହାଯାଏ ଯେପରି ସେସବୁ ବିଶ୍ରାମ ଥିଲେ ଯାହା ସେ ଯୋଗାଇ ପାରନ୍ତି, ଏବଂ ଯେପରି ସେଗୁଡିକ ଏପରି ସ୍ଥାନ ଯେଉଁଠାକୁ ଲୋକମାନେ ଯାଇ ପାରୁଥିଲେ I ଅନ୍ୟଏକ ଅନୁବାଦରେ; “ବିଶ୍ରାମ ସ୍ଥାନରେ ପ୍ରବେଶ କରିବା ନିମନ୍ତେ” କିମ୍ବା “ଈଶ୍ବରଙ୍କ ବିଶ୍ରାମର ଆଶୀର୍ବାଦକୁ ଆସ୍ବାଦନ କରିବା ନିମନ୍ତେ” (ଦେଖ: rc://*/ta/man/translate/figs-metaphor)