or_tn/heb/02/13.md

875 B

General Information:

ଭାବବାଦୀ ଯିଶାଇୟ ଏହି ଉଦ୍ଧୃତ ବାକ୍ୟାଂଶ ଗୁଡିକ ଲେଖିଥିଲେ I

And again,

ଅତଏବ ଜଣେ ଭାବବାଦୀ ଅନ୍ୟଏକ ଶାସ୍ତ୍ରାଂଶରେ ଖ୍ରୀଷ୍ଟ ଈଶ୍ବରଙ୍କ ବିଷୟରେ ଯାହା କହିଲେ ଉଲ୍ଲେଖ କଲେ:

the children

ଏହା ସେମାନଙ୍କ ବିଷୟରେ କହେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ଯେପରି ସେମାନେ ସନ୍ତାନଗଣ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମୋହର ସନ୍ତାନଗଣ ସଦୃଶ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)