or_tn/heb/02/05.md

1.3 KiB

General Information:

ଏଠାରେ ଥିବା ଉଦ୍ଧୃତ ବାକ୍ୟ ପୁରାତନ ନିୟମର ଗୀତସଂହିତା ପୁସ୍ତକରୁ ଆସିଅଛି I ଏହା ପରବର୍ତ୍ତୀ ଅଂଶ ପର୍ଯ୍ୟନ୍ତ ଜାରି ରହିଛି I

Connecting Statement:

ଲେଖକ ଏହି ଏବ୍ରୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ପୃଥିବୀ ଦିନେ ପ୍ରଭୁ ଯୀଶୁଙ୍କ ଶାସନର ଅଧୀନସ୍ଥ ହେବ I

For it was not to the angels that God subjected

କାରଣ ଈଶ୍ବର ଦୂତମାନଙ୍କୁ ଶାସକ କରି ନାହାନ୍ତି

the world to come

ଏଠାରେ “ଜଗତ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରନ୍ତି I ଏବଂ “ଆଗାମୀ”ର ଅର୍ଥ ଏହା ଯେ ଖ୍ରୀଷ୍ଟଙ୍କ ଆଗମନ ପରେ ପରବର୍ତ୍ତୀ ଯୁଗର ପୃଥିବୀ ଅଟେ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନେ ନୂତନ ଜଗତରେ ବାସ କରିବେ” (ଦେଖ: rc://*/ta/man/translate/figs-metonymy)