or_tn/heb/01/13.md

1.8 KiB

General Information:

ଏହି ଉଦ୍ଧୃତ ବାକ୍ୟ ଆଉ ଅନ୍ୟଏକ ଗୀତରୁ ଆସିଅଛି I

But to which of the angels has God said at any time ... feet""?

ଲେଖକ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଈଶ୍ବର କଦାପି କୌଣସି ଦୂତଙ୍କୁ ଏହା କହିନାହାନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର କୌଣସି ଦୂତଙ୍କୁ କଦାପି କହି ନାହାନ୍ତି ...ପାଦପୀଠ କରିନାହୁଁ I” (ଦେଖ: rc://*/ta/man/translate/figs-rquestion)

Sit at my right hand

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବ”ରେ ଉପବେଶନର ଅର୍ଥ ଈଶ୍ବରଙ୍କଠାରୁ ମହାସମ୍ଭ୍ରମ ଓ ଅଧିକାର ପ୍ରାପ୍ତହେବା ଏକ ପ୍ରତିକାତ୍ମକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ ଆମ୍ଭ ନିକଟରେ ଗୌରବମୟ ସ୍ଥାନରେ ଉପବେଶନ କର” (ଦେଖ: rc://*/ta/man/translate/translate-symaction)

until I make your enemies a stool for your feet

ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଗୋଟିଏ ବସ୍ତୁ ଯାହା ଉପରେ ଜଣେ ରାଜା ପାଦ ସ୍ଥାପନ କରନ୍ତି I ଏହି ପ୍ରତିଛବି ତାହାଙ୍କ ଶତ୍ରୁମାନଙ୍କୁ ପରାଜୟ ଓ ଅସମ୍ମାନ ନିମନ୍ତେ ଚିତ୍ରଣ କରେ I (ଦେଖ: rc://*/ta/man/translate/figs-metaphor)