or_tn/heb/01/11.md

610 B

They will perish

ଆକାଶମଣ୍ଡଳ ଓ ପୃଥିବୀ ଲୋପ ପାଇବ କିମ୍ବା ଆକାଶମଣ୍ଡଳ ଓ ପୃଥିବୀ ଆଉ ରହିବ ନାହିଁ”

wear out like a piece of clothing

ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ବସ୍ତ୍ର ଖଣ୍ଡ ଥିଲେ ଯାହା ସମୟାନୁକ୍ରମେ ଜୀର୍ଣ୍ଣହୋଇ ଅଦରକାରୀ ହୋଇଯିବେ I (ଦେଖ: rc://*/ta/man/translate/figs-simile)