or_tn/heb/01/09.md

4 lines
666 B
Markdown

# has anointed you with the oil of joy more than your companions
ଏଠାରେ “ଆନନ୍ଦରୂପ ତୈଳ” ଆନନ୍ଦକୁ ବୁଝାଏ ଯାହା ପୁତ୍ର ଅନୁଭବ କଲେ ଯେତେବେଳେ ଈଶ୍ବର ତାହାଙ୍କୁ ସମ୍ମାନିତ କଲେ I ଅନ୍ୟଏକ ଅନୁବାଦରେ: ‘ତୁମ୍ଭକୁ ସମ୍ମାନିତ କରିଛନ୍ତି ଏବଂ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ତୁମ୍ଭକୁ ଅଧିକ ଆନନ୍ଦିତ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]])