or_tn/heb/01/07.md

4 lines
1.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# He is the one who makes his angels spirits, and his servants flames of fire
ସମ୍ଭାବିତ ଅର୍ଥଗୁଡିକ ୧) “ଈଶ୍ବର ଆପଣାର ଦୂତମାନଙ୍କୁ ଆତ୍ମାଭାବରେ ସୃଷ୍ଟି କରି ଅଛନ୍ତି ଯେଉଁମାନେ ତାହାଙ୍କୁ ଅଗ୍ନିଶିଖା ସଦୃଶ ଶକ୍ତି ସହ ତାହାଙ୍କର ସେବା କରନ୍ତି” କିମ୍ବା ) ଈଶ୍ବର ବାୟୁ ଓ ଅଗ୍ନିଶିଖାକୁ ତାହାଙ୍କର ପରିଚାରକ ଓ ସେବକ କରନ୍ତି I ମୂଳ ଭାଷାରେ “ଦୂତ” ଶବ୍ଦ “ପରିଚାରକ” ସଦୃଶ ସମାନ ଅଟେ ଏବଂ “ଆତ୍ମା” ଶବ୍ଦ “ବାୟୁ” ସଦୃଶ ସମାନ ଅଟେ I ଉଭୟ ସମ୍ଭାବିତ ଅର୍ଥରେ, ସମ୍ଭାବିତ ଅର୍ଥ ଏହା ଅଟେ ଯେ ଦୂତମାନେ ପୁତ୍ରଙ୍କର ସେବା କରନ୍ତି କାରଣ ସେ ଶ୍ରେଷ୍ଠ ଅଟନ୍ତି I (See: [[rc://*/ta/man/translate/figs-metaphor]])