or_tn/heb/01/06.md

1.5 KiB

General Information:

ଏହି ଭାଗରେ ଥିବା ପ୍ରଥମ ଉଦ୍ଧୃତ ବାକ୍ୟ, “ଈଶ୍ବରଙ୍କର ସମସ୍ତ ଦୂତ ...ତାହାଙ୍କୁ,” ମୋଶାଙ୍କ ଲିଖିତ ପୁସ୍ତକମାନଙ୍କ ମଧ୍ୟରୁ ଗୋଟିଏରୁ ଆସିଅଛି I ଦ୍ବିତୀୟ ଉଦ୍ଧୃତ ବାକ୍ୟ, “ସେ ଏକମାତ୍ର ଅଟନ୍ତି ଯେ ...ଅଗ୍ନିଶିଖା ନିର୍ମାଣ କରନ୍ତି,” ଗୀତସଂହିତାରୁ ଉଦ୍ଧୃତ ଅଟେ I

the firstborn

ଏହାର ଅର୍ଥ ଯୀଶୁ I ଲେଖକ ତାହାଙ୍କୁ “ପ୍ରଥମଜାତ” ଭାବେ ଉଲ୍ଲେଖ କରି ସମସ୍ତଙ୍କ ଅପେକ୍ଷା ପୁତ୍ରଙ୍କର ମହାନତା ଓ ଅଧିକାରକୁ ଗୁରୁତ୍ବ ଦିଅନ୍ତି I ଏହା ସୂଚିତ କରେ ନାହିଁ ଯେ ଯୀଶୁଙ୍କ ଆବିର୍ଭାବ ହେବା ପୂର୍ବରୁ କୌଣସି ଏକ ସମୟ ଥିଲା କିମ୍ବା ଯୀଶୁଙ୍କ ସଦୃଶ ଈଶ୍ବରଙ୍କ ଅନ୍ୟ ପୁତ୍ରମାନେ ଥିଲେ I ଅନ୍ୟଏକ ଅନୁବାଦରେ: “ ତାହାଙ୍କ ସମ୍ମାନିତ ପୁତ୍ର, ତାହାଙ୍କ ଏକମାତ୍ର ପୁତ୍ର” (ଦେଖ: rc://*/ta/man/translate/figs-metaphor)

he says

ଈଶ୍ବର କହନ୍ତି