or_tn/heb/01/05.md

8 lines
906 B
Markdown

# For to which of the angels did God ever say, ""You are my son ... a son to me""?
ଏହି ପ୍ରଶ୍ନ ଗୁରୁତ୍ବାରୋପ କରେ ଯେ ଈଶ୍ବର କୌଣସି ଦୂତଙ୍କୁ ତାହାଙ୍କ ପୁତ୍ର କହନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କଦାପି “ତୁମ୍ଭେ ଆମ୍ଭର ପୁତ୍ର ...ଆମ୍ଭ ନିମନ୍ତେ ଏକ ପୁତ୍ର” କହିଲେ ନାହି I (ଦେଖ: [[rc://*/ta/man/translate/figs-rquestion]])
# You are my son ... I have become your father
ଏହି ଦୁଇଟି ବାକ୍ୟାଂଶ ପ୍ରକୃତରେ ସମାନ ଅର୍ଥ ପ୍ରକାଶ କରନ୍ତି I (ଦେଖ: [[rc://*/ta/man/translate/figs-parallelism]])