or_tn/heb/01/01.md

1.2 KiB
Raw Permalink Blame History

General Information:

ଯଦିଓ ଏହି ପତ୍ର ଏହାର ଗ୍ରାହକଙ୍କ ବିଷୟରେ ଉଲ୍ଲେଖ କରେ ନାହି ଯେଉଁମାନଙ୍କ ନିକଟକୁ ଏହା ପ୍ରେରଣ କରାଗଲା, ଲେଖକ ନିର୍ଦ୍ଦିଷ୍ଟଭାବରେ ଏବ୍ରୀୟ (ଯିହୂଦୀ) ମାନଙ୍କ ନିକଟକୁ ଲେଖିଥିଲେ, ଯେଉଁମାନେ ପୁରାତନ ନିୟମର ଅନେକ ନିର୍ଦେଶ-ଅଙ୍କ ବା ଟିପ୍ପଣୀ ବୁଝି ପାରୁଥିଲେ I

General Information:

ଏହି ମୁଖବନ୍ଧ ସମଗ୍ର ପୁସ୍ତକର ପୃଷ୍ଠଭୂମି ସ୍ଥାପନ କରୁଅଛି: ପୁତ୍ରଙ୍କର ଅସୀମ ଶ୍ରେଷ୍ଠତା ପୁତ୍ର ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I ପୁସ୍ତକ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ସହିତ ଆରମ୍ଭ ହୁଏ ଯାହା ପୁତ୍ର ଭାବବାଦୀ ଓ ଦୂତଗଣ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I