or_tn/gal/06/intro.md

2.6 KiB

ଗାଲାତୀୟ ୦୬ ଅଧ୍ୟାୟ ସାଧରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ଆକୃତି

ଏହି ଅଧ୍ୟାୟ ପାଉଲଙ୍କ ପତ୍ରକୁ ସମାପ୍ତ କରେ । ତାହାଙ୍କ ଅନ୍ତିମ ବାକ୍ୟଗୁଡ଼ିକ ଏପରି କିଛି ବିଷୟକୁ ସମ୍ବୋଧିତ କରେ ଯାହା ତାହାଙ୍କ ଅନ୍ୟ ପତ୍ର ସହିତ କିଛି ସଂଯୁକ୍ତ ନହେବା ଦେଖାଯାଏ ।

ଭାଇମାନେ

ପାଉଲ ଏହି ଅଧ୍ୟାୟରେ ଖ୍ରୀଷ୍ଟିୟାନମାନଙ୍କୁ ଲେଖନ୍ତି । ସେ ସେମାନଙ୍କୁ “ଭାଇମାନେ” କହନ୍ତି । ଏହା ପାଉଲ ଖ୍ରୀଷ୍ଟିୟାନ ଭାଇମାନଙ୍କୁ ବୁଝାଏ ଏବଂ ତାହାଙ୍କ ଯିହୁଦୀ ଭାଇମାନଙ୍କୁ ନୁହେ ।

ଏହି ଅଧ୍ୟାୟରେ ବିଶେଷ ଧାରଣା

ନୂତନ ସୃଷ୍ଟି

ଯେଉଁମାନେ ପୁନର୍ବାର ଜନ୍ମ ହୋଇଛନ୍ତି ସେମାନେ ଖ୍ରୀଷ୍ଟଙ୍କଠାରେ ଏକ ନୂତନ ସୃଷ୍ଟି ଅଟନ୍ତି । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଦିଆଯାଇଛି । ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ପରେ ସେମାନଙ୍କ ମଧ୍ୟରେ ନୂତନ ସ୍ବଭାବ ସୃଷ୍ଟି ହୁଏ । ପାଉଲଙ୍କ ପକ୍ଷରେ, ଏହା ଜଣେ ବ୍ୟକ୍ତିର ବଂଶ ପରମ୍ପରା ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ । (ଦେଖ: [[rc:///tw/dict/bible/kt/bornagain]] ଏବଂ [[rc:///tw/dict/bible/kt/faith]])

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

ଶରୀର

ଏହା ଏକ ଜଟିଳ ବିଷୟ ଅଟେ । “ଶରୀର” ସହିତ “ଆତ୍ମା” ଶଦ୍ଦ ଏକ ବିପରୀତ ଅଟେ । ଏହି ଅଧ୍ୟାୟରେ, ଜାଗତିକ ଶରୀରକୁ ଉଲ୍ଲେଖ କରିବା ନିମନ୍ତେ ଶରୀର ଶଦ୍ଦକୁ ବ୍ୟବହାର କରାଯାଇଛି । (ଦେଖ: [[rc:///tw/dict/bible/kt/flesh]] ଏବଂ [[rc:///tw/dict/bible/kt/sin]] ଏବଂ)