or_tn/gal/06/16.md

808 B
Raw Permalink Blame History

peace and mercy be upon them, even upon the Israel of God

ସମ୍ଭାବିତ ଅର୍ଥଗୁଡିକ ୧) ସାଧାରଣ ଭାବରେ ବିଶ୍ବାସୀମାନେ ଇସ୍ରାଏଲର ଈଶ୍ବର ଅଟନ୍ତି କିମ୍ବା ) ""ପରମେଶ୍ବରଙ୍କ ଶାନ୍ତି ଏବଂ ଦୟା ବିଜାତି ବିଶ୍ବାସୀମନଙ୍କ ପ୍ରତି ଏବଂ ଇସ୍ରାଏଲ ଉପରେ ବର୍ତ୍ତୁ’’ କିମ୍ବା ୩) ""ଶାନ୍ତି ସେହି ଲୋକଙ୍କ ଉପରେ ବର୍ତ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ କରୁଛନ୍ତି, ଏବଂ ଦୟା ଈଶ୍ବରଙ୍କ ଇସ୍ରାଏଲ ଉପରେ ହୋଇପାରେ.